ଦରଖାସ୍ତ
ଅସୁସ୍ଥତା ହେତୁ ଏକ ସପ୍ତାହ ଛୁଟି ମଞ୍ଜୁର ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ ।
ତୁମ ଗ୍ରାମ ତଥା ଆଖପାଖରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହାର ନିରାକରଣ ନିମନ୍ତେ ଥାନାଧିକାରୀଙ୍କ ପାଖକୁ ଦରଖାସ୍ତ ଲେଖ ।
ତୁମ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍କାଟ ହେଉଛି । ଏହାର ପ୍ରତିକାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ ।
ଛୁଟି ମଞ୍ଜୁରପାଇଁ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
ତୁମ ଅଞ୍ଚଳରେ ଘନଘନ ଚୋରି ହେଉଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ଦରଖାସ୍ତ ଲେଖ ।
ତୁମ ଗ୍ରାମରେ ଏକ ପାଠାଗାର ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ନିମିତ୍ତ ସ୍ଥାନୀୟ ବିଧାୟକଙ୍କୁ ଦରଖାସ୍ତ ଲେଖ ।
ବନ୍ୟା ପରେ ତୁମ ଅଞ୍ଚଳର ଜଳ ବିଶୋଧନ ବ୍ୟବସ୍ଥା ପାଇଁ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।
ତୁମ ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଲେଖ।
ତୁମ ଗ୍ରାମରେ ରାସ୍ତା ତିଆରି ପାଇଁ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ।
ତୁମ ଅଞ୍ଚଳରେ ବାରମ୍ବାର ବିଦ୍ୟୁତକାଟ୍ ହେଉଛି । ଏହାର ପ୍ରତିକାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ ।
ତୁମ ଅଞ୍ଚଳରେ ଡାକ୍ତରଖାନାଟିଏ ପ୍ରତିଷ୍ଠା କରିବାପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ଦରଖାସ୍ତ ଲେଖ।
ତୁମ ଗ୍ରାମରେ ନଳକୂପ ଖନନ ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ ଲେଖ |
ତୁମ ଗାଁ ସଡ଼କ ମରାମତି ନିମିତ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ ଲେଖ।