MCQs – ସମ୍ବଳ
1. କେଉଁଟି ନବୀକରଣଯୋଗ୍ୟ ସମ୍ବଳ ?
✔️ ଉତ୍ତର: (C)
2. କେଉଁଟି ପ୍ରାକୃତିକ ସମ୍ବଳର ଅନ୍ତର୍ଗତ ନୁହେଁ ?
✔️ ଉତ୍ତର: (B)
3. ଜନସଂଖ୍ୟା ଓ ଲୋକଙ୍କର ଶାରୀରିକ ଓ ମାନସିକ ଦକ୍ଷତାକୁ କ’ଣ କୁହାଯାଏ ?
✔️ ଉତ୍ତର: (C)
4. କେଉଁ ସମ୍ବଳ କ୍ରମଟି ଅମୂଲ୍ୟ ସମ୍ବଳର ଅନ୍ତର୍ଗତ ?
✔️ ଉତ୍ତର: (B)
5. କେଉଁଟି ସ୍ଥାନୀୟ ସମ୍ବଳ ?
✔️ ଉତ୍ତର: (D)
6. ତାଳଚେର ଅଞ୍ଚଳରେ କୋଇଲା କେଉଁ ସମ୍ବଳ ?
✔️ ଉତ୍ତର: (C)
7. କେଉଁଟି ମାନବକୃତ ସମ୍ବଳ ?
✔️ ଉତ୍ତର: (D)
8. କେଉଁଟି ଅଜୈବ ସମ୍ବଳ ?
✔️ ଉତ୍ତର: (C)
9. କେଉଁଟି ସର୍ବବ୍ୟାପୀ ସମ୍ବଳ ନୁହେଁ ?
✔️ ଉତ୍ତର: (D)
10. ଅଟ୍ଟାଳିକା ଓ ସେତୁ କେଉଁ ସମ୍ବଳ ?
✔️ ଉତ୍ତର: (C)
11. କେଉଁଟି ନବୀକରଣଅଯୋଗ୍ୟ ସମ୍ବଳ ?
✔️ ଉତ୍ତର: (D)
12. ସମୁଦ୍ରଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ କେଉଁ ସମ୍ବଳ ?
✔️ ଉତ୍ତର: (C)
13. କେଉଁଟି ଜୈବ ସମ୍ବଳ ?
✔️ ଉତ୍ତର: (C)
14. କେଉଁଟି ଦ୍ରବ୍ୟକୁ ସମ୍ବଳ କରେ ନାହିଁ ?
✔️ ଉତ୍ତର: (B)
15. କେଉଁ ସମ୍ବଳର ସଠିକ୍ ପରିମାଣ ଜଣା ?
✔️ ଉତ୍ତର: (D)
16. କେଉଁଟି ମାନବକୃତ ସମ୍ବଳ ?
✔️ ଉତ୍ତର: (D)
17. କେଉଁଟି ସର୍ବବ୍ୟାପୀ ସମ୍ବଳ ?
✔️ ଉତ୍ତର: (D)
18. କେଉଁଟି ନବୀକରଣଅଯୋଗ୍ୟ ସମ୍ବଳ ?
✔️ ଉତ୍ତର: (D)
19. କେଉଁଟି ସ୍ଥାନୀୟ ସମ୍ବଳ ନୁହେଁ ?
✔️ ଉତ୍ତର: (D)
20. କେଉଁଟି ବିକାଶର ସ୍ତର ଦୃଷ୍ଟିରୁ ସମ୍ବଳ ?
✔️ ଉତ୍ତର: (C)
21. କେଉଁଟି ଅଜୈବ ସମ୍ବଳ ?
✔️ ଉତ୍ତର: (C)
22. କେଉଁଟି ବିକଶିତ ସମ୍ବଳ ନୁହେଁ ?
✔️ ଉତ୍ତର: (A)
23. କେଉଁ ସମ୍ବଳର ସଠିକ୍ ପରିମାଣ ଜଣା ନାହିଁ ?
✔️ ଉତ୍ତର: (D)