କିନ୍ତୁ ଏକ ଲକ୍ଷ କେତେ ? ସଂରଚାନକୁ ଲକ୍ଷ୍ୟକରି ତଳେ ଦିଆଯାଇଥିବା କୋଠରି ଗୁଡ଼ିକୁ ପୂରଣ


ଯଦି ଜଣେ ଦିନକୁ 3 ପ୍ରକାର ଚାଉଳ ଖାଏ, ତେବେ ସେ 100 ବର୍ଷ ଜୀବନ କାଳରେ ଏକ ଲକ୍ଷ ପ୍ରକାରର ଚାଉଳ ଖାଇ ପାରିବ କି ? ଆସ ନିର୍ଣ୍ଣୟ କରିବା ।


ରମେଶ କହିଲା, " ଆମେ ଜାଣିଲୁ ଯେ ଏକ ବର୍ଷରେ 365 ଦିନ ଅଛି (ଅଧବର୍ଷକୁ ବାଗ୍‌ଦେଇ) । ଯଦି ଆମେ y ବର୍ଷ ବଞ୍ଚୁବା, ଜୀବନ କାଳର ମୋଟ ଦିନ ସଂଖ୍ୟା ହେବ 365 x y |


2


ଆମ ଚାରିପଟେ ଥିବା ବଡ ସଂଖ୍ୟା


2


ତୁମେ y ପାଇଁ ଏକ ସଂଖ୍ୟା ନିଅ । ଏହି y ବର୍ଷର ଦିନଗୁଡ଼ିକର ସଂଖ୍ୟା ଏକ ଲକ୍ଷ ସହିତ କେତେ ନିକଟତର ଅଛି, ତୁମେ ବାଛିଥିବା y ର ମାନ ପାଇଁ ନିର୍ଣ୍ଣୟ କର ।


®


ନିଜେ କରି ଦେଖ


1. 2011 ଜନଗଣନା ଅନୁଯାୟୀ, ବରଗଡ଼ ସହରର ଜନସଂଖ୍ୟା ପ୍ରାୟ 83,651 ଥିଲା । ଏହା ଏକ ଲକ୍ଷରୁ କେତେ ?


2. 2024 ମସିହାରେ ବରଗଡ଼ ସହରର ଆନୁମାନିକ ଜନସଂଖ୍ୟା 1,04,000 I ଏହା ଏକ ଲକ୍ଷଠାରୁ କେତେ พูด ?


3. 2011 ରୁ 2024 ପର୍ଯ୍ୟନ୍ତ ବରଗଡ଼ ସହରର ଜନସଂଖ୍ୟା କେତେ ବୃଦ୍ଧି ପାଇଲା ?



ଡାହାଣ ପାଖରେ ଦିଆଯାଇଥିବା ଚିତ୍ରକୁ ଦେଖ । ଏହା ଦଶ (1 (0) ମହଲା ବିଶିଷ୍ଟ ଘର । ସୋମୁର ଉଚ୍ଚତା । ମିଟର । ଯଦି ଏହି ଘରର ପ୍ରତ୍ୟେକ ମହଲା ସୋମୁ ଉଚ୍ଚତାର ପ୍ରାୟ 4 ଗୁଣ, ତେବେ ଘରର ଆନୁମାନିକ ଉଚ୍ଚତା କେତେ ?


ଷ୍ଟାଚ୍ୟୁ ଅଫ୍ ୟୁନିଟ୍ କମ୍ବା ସୋମୁର ଏହି ଦଶମହଲା ବିଶିଷ୍ଟ ଘରର ଉଚ୍ଚତା ମଧ୍ୟରୁ କେଉଁଟିର ଉଚ୍ଚତା ଅଧିକ ? କେତେ ମିଟର ଅଧୁକ ?



ଆମେ ଜାଣିପାରିବା ଯେ, ଷ୍ଟାଚ୍ୟୁ ଅଫ୍ ୟୁନିଟ୍‌ର ଉଚ୍ଚତା, ସେହି ଘରର ଉଚ୍ଚତାର 4 ଗୁଣ ପାଖାପାଖୂ ।




ଖଣ୍ଡାଧାର ଜଳପ୍ରପାତ ସୋମୁର ଘରର ଉଚ୍ଚତା ଠାରୁ କେତେ ଅଧିକ ଉଚ୍ଚ ?

..............ମିଟର


ସୋମୁର ଘର କେତେ ମହଲା ହେଲେ ଖଣ୍ଡାଧାର ଜଳପ୍ରପାତର ଉଚ୍ଚତାର ନିକଟତର ହେବ ?.............


ଏକ ଲକ୍ଷ ଗୋଟିଏ ବଡ଼ ସଂଖ୍ୟା କି ?



ଏକ ଲକ୍ଷ ସଂଖ୍ୟାଟି ବଡ଼ କି ସାନ ? ଚିନ୍ତା କର ।




ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ସଂଖ୍ୟାକୁ ଅକ୍ଷରରେ ଲେଖ ।


(a) 3,00,600


(b) 5,04,085


(c) 27,30,000


(d) 70,53,138






ନିମ୍ନରେ କେତେକ ସଂଖ୍ୟାକୁ ଅକ୍ଷରରେ ଲେଖାଯାଇଛି । ପ୍ରତ୍ୟେକ‌କୁ ଭାରତୀୟ ସ୍ଥାନୀୟମାନ ଲିଖନ ପ୍ରଣାଳୀରେ ଅଙ୍କରେ ଲେଖ ।


(a) ଏକ ଲକ୍ଷ ତେଇଶି ହଜାର ଚାରିଶହ ଛପନ


(b)


ଚାରି ଲକ୍ଷ ସାତ ହଜାର ସାତଶହ ଚାରି


(c)


ପଚାଶ ଲକ୍ଷ ପାଞ୍ଚ ହଜାର ପଚାଶ


(d)


ଦଶ ଲକ୍ଷ ଦୁଇଶହ ପଞ୍ଚତିରିଶ



1.2 ଏକ ଦଶକର ରାଜ୍ୟ


ଦଶକର ରାଜ୍ୟରେ ସ୍ଵତନ୍ତ୍ର ବଟନ୍‌ ଥିବା ସ୍ୱତନ୍ତ୍ର କାଲ୍‌କୁଲେଟର ଅଛି ।


1. ‘ଚିନ୍ତାଶୀଳ ହଜାର’ କାଲ୍‌କୁଲେଟରରେ କେବଳ '+1000' ବଟନ୍‌ଟି ଅଛି । ଏହାକୁ କେତେ ଥର ଦବାଇଲେ, ନିମ୍ନରେ ଦିଆଯାଇଥିବା ସଂଖ୍ୟା ଦେଖାଇବ :


ଯେପରି (a) ତିନିହଜାର ? 3 ଥର


(b) 10,000? ຫລ


(c) ତେପନ ହଜାର ?....... ଥର


(d) 90,000? ଥର


(e) ଏକ ଲକ୍ଷ ? ଥର


(f) ....? 153 ດ


(g) ଏକ ଲକ୍ଷ ହେବାକୁ କେତେ ହଜାର ଆବଶ୍ୟକ ?


2. ‘କ୍ରାନ୍ତିକାରୀ ଦଶକ’ କାଲ୍‌କୁଲେଟରରେ କେବଳ '+10' ବଟନ୍‌ଟି ଅଛି । ଏହାକୁ କେତେଥର ଦବାଇଲେ, ନିମ୍ନରେ ଦିଆଯାଇଥିବା ସଂଖ୍ୟା ଦର୍ଶାଇବ ?


ଯେପରି (a)


ପାଞ୍ଚ ଶହ ? 5 ଥର


(b) 780?............ ບດ


(c) 1000? ଥର


(d) 37002 ଥର




(e) 10,000? ଥର


(f) ଏକ ଲକ୍ଷ ?


(g) 2453 ด


3. ‘ଉପ‌ଯୋଗୀ ଶତକ’ କାଲ୍‌କୁଲେଟରରେ କେବଳ '+100' ବଟନ୍‌ଟି ଅଛି । ଏହାକୁ କେତେଥର ଦବାଇଲେ, ନିମ୍ନରେ ଦିଆଯାଇଥବା ସଂଖ୍ୟା ଦର୍ଶାଇବ ?


ଯେପରି (a) ଚାରି ଶହ ? 4 ଥର


(b) 3,700? ଥର


(c) 10,000? ଥର


(d) ତେପନ ହଜାର ? ଥର